ସାଧାରଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବ ‘ଭାରତ’ର ଟ୍ରେଲର

0

ନୂଆଦିଲ୍ଲୀ : ବଲିଉଡର ଭାଇଜାନ୍‍ ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଭାରତର ଟ୍ରେଲର ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ସଲମାନଙ୍କ ପ୍ରଶଂସକ ଏହି ଟ୍ରେଲର ଦେଖିବାପାଇଁ ଆଗ୍ରହର ସହ ଚାହିଁ ରହିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ସମ୍ଭାଳିବେ ଅଲ୍ଲି ଆବାଜ ଜାଫର। ସିନେମାରେ ସଙ୍ଗିତ ନିର୍ଦେଶନା ଦେବେ ବିଶାଲ ଶେଖର।

courtesy-the indian express

ଚଳଚ୍ଚିତ୍ରରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ, ତବୁ, ଦିଶା ପଟ୍ଟାନୀ, ବରୁଣ ଧାବନଙ୍କ ଭଳି କଳାକାର ଅଭିନୟ କରିବେ। ଜୁନ୍‍ ୦୫ତାରିଖ ଇଦ୍‍ ଅବସରରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Leave A Reply