ନବରଙ୍ଗପୁରରେ ବିଜେଡ଼ି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ

ନବରଙ୍ଗପୁର : ନବରଙ୍ଗପୁର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟ ହାସଲ କରିଛନ୍ତି। ସେଠାରେ ସମୁଦାୟ ୩୯ଟି ପର୍ଯ୍ୟାୟର ଭୋଟ୍‍ ଗଣତି ସରିଯାଇଛି। ଗଣତି ପରେ ସଦାଶିବ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଗୌରୀଶଙ୍କର ମାଝିଙ୍କଠାରୁ ୭୦୭୯ ଭୋଟରେ ଆଗରେ ଥିବା ଜଣାପଡ଼ିଛି। ମାତ୍ର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Comments are closed.