ସଡ଼କ ଦୁର୍ଘଟଣାରେ ୨ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ବଇଦଲପୁର ଗ୍ରାମ ହାଟପଡ଼ା ନିକଟରେ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାଟପଡ଼ା ନିକଟରେ ଜଣେ ଯୁବକ ବାଇକରେ ଆସୁଥିବାବେଳେ ସେହି ବାଟ ଦେଇ ଆସୁଥିବା ଜଣେ ବୁଦ୍ଧାଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦୋବାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସମେତ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।

Comments are closed.