ସଡକ ଦୁର୍ଘଟଣାରେ ୨ମୃତ

0

କଲମପୁର : କଳାହାଣ୍ଡି ଜିଲା ନବରଙ୍ଗପୁର ସିମାନ୍ତ ଆମପାଣି ନିକଟ ୨୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଜଣ ବାଇକରେ ଯାଉଥିବାବେଳେ ଏକ କାଠ ବୋଝେଇ ଟ୍ରକ୍ ସେମାନଙ୍କୁ ଧକା ଦେବାସହ ମଡାଇ ଚାଲିଯାଇଥିଲା। ଫଳରେ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ୨ଜଣ କାଦୋମାଳି ଗ୍ରାମର ବୋଲି ଜଣାପଡିଛି।

Leave A Reply