ପାକିସ୍ତାନରେ ବସ୍-ଟ୍ରକ୍ ମୁହାଁମୁହିଁ : ୮ମୃତ, ୨୦ଆହତ

ଇସଲାମାବାଦ : ପାକିସ୍ତାନର ଡେରା ଇସମାଇଲ ଖାନ ଜିଲାରେ ସୋମବାର ଏକ ଟ୍ରକ୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଏଥିରେ ୮ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

Comments are closed.