ଦୁର୍ଘଟଣାରେ ସାମ୍ବାଦିକ ଆହତ

0

ଝାରସୁୁଗୁଡ଼ା: ସ୍ଥାନୀୟ ଗାନ୍ଧି ଛକ ନିକଟରେ ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଛତିଶଗଡ଼ର ସାମ୍ବାଦିକ ପ୍ରଶାନ୍ତ ବଂଶଲ ଗୁରୁତର ଆହତ ହୋଇଛନ୍ତି। ଚାଳକ ଭାରସମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା।

Leave A Reply