ମଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ

0

ଯାଜପୁର : ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ ଶିବା ଛକ ଠାରେ ମଟରସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଇଣ୍ଡରୋଇ ଗ୍ରାମର କେଶବ ଦାସଙ୍କ ପୁଅ ସଂଗ୍ରାମ ଦାସ। ସେ ମଟର ବାଇକରେ ଆସୁଥିବା ସମୟରେ ଗଛରେ ପିଟି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନାମିଳିଛି।

Leave A Reply