ଧସିଲା ରାସ୍ତା, ସମ୍ବଲପୁର-ଦେବଗଡ଼ ଯୋଗାଯୋଗ ବିଚ୍ଛିନ୍ନ

0

ଦେବଗଡ଼: କୈଳାଶ ଗାଁ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ପଥରଗଡ଼ ପୋଲକୁ ସଂଯୋଗ କରୁଥିବା ରାସ୍ତା ଧସି ଯାଇଛି।  ଫଳରେ ସମ୍ବଲପୁର-ଦେବଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଛି । ଘଟରାସ୍ଥଳରେ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି।

Leave A Reply