ଇସ୍ତଫା ଦେଲେ ଦୁଇ କମିଶନ ଅଧ୍ୟକ୍ଷା

0

ଭୁବନେଶ୍ବର: ରବିବାର ରାଜ୍ୟରେ ଦୁଇ କମିଶନ ଅଧ୍ୟକ୍ଷା ନିଜ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ମହିଳା କମିଶନ ଅଧ୍ୟକ୍ଷା ପଦରୁ ଲୋପାମୁଦ୍ରା ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି । ସେହିପରି ମୀନତି ବେହେରା ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ଉଭୟ ଇସ୍ତଫା ଦେଇଥିବା ଜଣାପଡିଛି ।

Leave A Reply