ଦଳରୁ ଇସ୍ତଫା ଦେଲେ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ

0

ଭୁବନେଶ୍ବର : କଳାହାଣ୍ଡି ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଜୁନାଗଡ ବିଧାନସଭା ଆସନରୁ ସେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ନ ମିଳିବାରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ଦଳର​‌ ନେତା ପ୍ରତିଶ୍ରୁତି ଦେଇ କଥା ରଖି ନ ଥିବା ସେ ଅଭିଯୋଗ କରିଛନ୍ତି।

Leave A Reply