କଂଗ୍ରେସ ଛାଡିଲେ ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକ

0

ଭୁବନେଶ୍ବର : ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକ କଂଗ୍ରେସରୁ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ଦଳୀୟ ଟିକେଟ ନ ମିଳିବାରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ସେ ତାଙ୍କ ଇସ୍ତଫା ପତ୍ର ଜିଲା ସଭାପତି, ପିସିସି ସଭାପତି ଓ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଦଳ ଛାଡିବା ପରେ ସେ କେଉଁ ଦଳକୁ ଯିବେ ତାହା ନିଷ୍ପତ୍ତି ନେଇ ନାହାଁନ୍ତି। କଂଗ୍ରେସରେ ଷଡଯନ୍ତ୍ର ​‌ଯୋଗୁଁ ତାଙ୍କୁ ଟିକେଟ ମିଳି ନ ଥିବା ମଧ୍ୟ ସେ କହିଛନ୍ତି।

Leave A Reply