ବିଚ୍ଛିନ୍ନାଞ୍ଚଳରୁ ଉଦ୍ଧାର ହେଲେ ୧୦ ସରକାରୀ କର୍ମଚାରୀ

0

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଳଭଣ୍ଡାରର ଏକ ଟାପ ମଧ୍ୟରେ ୮ଘଣ୍ଟା କାଳ ଫସି ରହିବା ପରେ ଜିଲା ପ୍ରଶାସନ ଓ ବିଏସ୍‍ଏଫ୍‍ ସହାୟତାରେ ଉଦ୍ଧାର ହୋଇଛନ୍ତି ୧୦ ସରକାରୀ କର୍ମଚାରୀ। ୩ଟା ସମୟରେ ଫେରିବା ବାଟରେ ପ୍ରବଳ ବର୍ଷା। ଯୋଗୁୂଁ ମୋଟର ବୋଟ ଅଚଳ ହୋଇଯାଇଥିଲା। ତା ପରେ ଏକ ଟାପୁ ନିକଟରେ ସେମାନେ ଅଟକିଥିଲେ।

Leave A Reply