ଦକ୍ଷିଣ ଇରାକରେ ପ୍ରଦର୍ଶନକାରୀଙ୍କ ଉପରକୁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ୪୪ ମୃତ, ୨୦୦ ଆହତ

ନୂଆଦିଲ୍ଲୀ : ଦକ୍ଷିଣ ଇରାକରେ ଗୁରୁବାର ସରକାରଙ୍କ ବିରୋଧରେ ପ୍ରଦର୍ଶନକାରୀମାନେ ଆନ୍ଦୋଳନକୁ ଉହ୍ଲାଇଥିଲେ। ଯାହା ପରେ ଲଙ୍କାକାଣ୍ଡ ସୃଷ୍ଟି କରିଛି। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୪୪ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ଜଣ ଆହତ ହୋଇଛନ୍ତି। ଏଥିରେ ୫୦ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ସରକାରଙ୍କ ବିରୋଧରେ ଇରାକର ପ୍ରଦର୍ଶନ ଜାରି ରହିଛି ।

Comments are closed.