ମାଲଗାଡି ଟ୍ରେନ ଲାଇନଚ୍ୟୁତ

0

ରାୟଗଡା: ରାୟଗଡା ଜିଲା କାଶୀପୁର ବ୍ଲକ ଭାଲୁମସ୍କା ରେଳଷ୍ଟେସନ ନିକଟରେ ନାଲକୋ ଆଲୁମିନା ବୋଝେଇ ମାଲଗାଡି ଲାଇନ୍ଚ୍ୟୁତ ହୋଇଛି। ଯାହାଦ୍ବାରା କୋରାପୁଟ,ରାୟଗଡା ଲାଇନରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବରରୁ ପ୍ରକାଶ ଯେ ଆଲୁମିନା ବୋଝେଇ ନାଲକୋ ମାଲ ଗାଡି ଯାଉଥିବା ସମୟରେ ମେନ ଲାଇନରେ ୨ଟି ବଗି ଲାଇନ୍ଚ୍ୟୁତ ହୋଇଯାଇଛି। ଯାହା ଦ୍ବାରା ମୁଖ୍ୟ ଲାଇନ ବ୍ଲକ ହୋଇଯାଇଥିବାରୁ ଟିକିରି ଷ୍ଟେସନରେ ରାଉଲକେଲା ଏବଂ ଦାମନଯୋଡି ଷ୍ଟେସନରେ ହିରାଖଣ୍ଡ ଏକ୍ସପ୍ରେସ ଅଟକିରହିଛି। ଉଦ୍ଧାରକାରିଦଳ ପହଁଞ୍ଚି ଯୁବ୍ଦକାଳିନ ଭିତିରେ କାର୍ୟ୍ୟ ଚଳାଇଥିବା ଜଣାପଡିଛି।

Leave A Reply