ରାଉରକେଲାରୁ ୯ କ୍ୱିଣ୍ଟାଲ ଗୁଟୁଖା ଓ ୬ ଲକ୍ଷ ଟଙ୍କା ଜବତ

0

ରାଉରକେଲା: ରାଜଗାଙ୍ଗପୁରରୁ ଏକ ଗାଡିରୁ  ୯ କ୍ୱିଣ୍ଟାଲ ଗୁଟୁଖା  ଓ ୬ ଲକ୍ଷଟଙ୍କା ଜବତ କରିଛି ପୁଲିସ । ଏହା ସହ ୧୦ଟି ରୂପା ମୁଦ୍ରା, ଗାଡି ଓ ଅନ୍ୟାନ୍ର ସାମଗ୍ରୀ ଜବତ ହୋଇଛି । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି ।

କେଉଁଠାକୁ ଏହି ଗୁଟୁଖା ଚାଲାଣ କରାଯାଉଥିଲା । ଏତେ ପରିମାଣର ଟଙ୍କା  କିପରି ଆସିଲା ସେ ବିଷୟରେ ପୁଲିସ ତଦନ୍ତ କରୁଛି ।

 

Leave A Reply