ଘରେ ପଶି ଗୁଳିକରି ହତ୍ୟା ଘଟଣା ; ୪ ଗିରଫ

0

ରାଉରକେଲା : ସୁନ୍ଦରଗଡ ଜିଲା ରାଉଲକେଲା ଅଞ୍ଚଳରେ ଡିସେମ୍ବର ୨୭ତାରିଖରେ ନୃସିଂହ ସାହୁଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ପୁଲିସ ସୁଶାନ୍ତ ସିଂହ, ଅଜୟ ନାୟକ, କାହ୍ନୁଚରଣ ନାୟକ ଓ ଜଗନ୍ନାଥ ନାୟକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ୨୭ ତାରିଖରେ ଦୁବୃର୍ତ୍ତମାନେ ନୃସିଂହଙ୍କ ଘରେ ପଶି ଗୁଳିକରି ହତ୍ୟା କରିଥିଲେ।

Leave A Reply