ମଙ୍ଗଳବାର ରାଶିଫଳ

0

ମେଷ: ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରିବେ। କୁଳ ମର୍ଯାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି।

ବୃଷ: ସତ୍ୟନିଷ୍ଠ ହୋଇପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହୋଇପାରେ। ଧର୍ମାତ୍ମା ଓ ପ୍ରବାସ ପ୍ରିୟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମିଥୁନ: କୌଣସି କାରଣରୁ ବିଚଳିତ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଈର୍ଷା ପରାୟଣ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

କର୍କଟ: ଆତ୍ମୀୟ ବିରୋଧୀଙ୍କ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ମନରେ ଅହଂଭାବ ଆଣିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି।

ସିଂହ: ଶତ୍ରୁ ସହିତ ମୁକାବିଲା କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସମ୍ମାନ ପାଇବେ। ସୁଖ ସଂସାର କରିବେ।

କନ୍ୟା: ଅଟକି ଥିବା କାର୍ଯ୍ୟରେ ପୁଣି ଆଗକୁ ବଢ଼ାଇ ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ହୋଇପାରେ। ଧାର୍ମିକ ଓ ତେଜସ୍ବୀ ହେବେ। ବହୁ ଅନୁଷ୍ଠାନ ସହିତ ଜଡ଼ିତ ହେବେ।

ତୁଳା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସୁଖ ଅନୁଭବ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ସୁଖ ଅନୁଭବ କରିପାରନ୍ତି।

ବିଛା: ମନ ଅସ୍ଥିର ରହିପାରେ। ଉଚ୍ଚ ଆଶା ଫଳବତୀ ହେବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସୁସ୍ଥ ରହିବେ।

ଧନୁ: ଯୋଗାଯୋଗରେ ସଫଳତା ମିଳିବ। ବଳଶାଳୀ ଓ ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇବେ। ରଣାଙ୍ଗନରେ କର୍ମ ତତ୍ପର ହେବେ। ମାଲିମୋକଦ୍ଦମାରେ ଜିଣିବେ। ଧନଲାଭ ହେବାର ସୁଯୋଗ ସୃଷ୍ଟି ହୋଇଛି।

ମକର: ପରିସ୍ଥିତି ପ୍ରତି ସଜାଗ ରହିବାକୁ ହେବ। ବିଭିନ୍ନ ସୂତ୍ରରୁ ଆୟ ଆସିବ। ସରକାରୀ କ୍ଷେତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂତନ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବେ।

କୁମ୍ଭ: କେହି ପଥରୋଧ କରିବା ପାଇଁ ଉଦ୍ୟମ ଚଳାଇ ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। କରିତ୍‌କର୍ମା ହୋଇପାରନ୍ତି।

ମୀନ: ରୋଜଗାରକ୍ଷମ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବାରି-ବଗିଚାରେ କାର୍ଯ୍ୟ କରି ଆନନ୍ଦ ଅନୁଭବ କରିପାରନ୍ତି। ଉତ୍ତମ ଶାସକ ହେବେ। ବନ୍ଧୁ ସହାୟତା ପାଇ ଆନନ୍ଦ ଅନୁଭବ କରି​‌େ​‌ବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

Leave A Reply