ନାବାଳିକାକୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

0

ବାଲିଗୁଡା : କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାର ବୟସ ୯ ବର୍ଷ ବୋଲି ଜଣାପଡିଛି। ଦୀର୍ଘ ସମୟ ଧରି ନ ଫେରିବାରୁ ଥାନାରେ ଏତଲା ଦିଆଯାଇଥିଲା। କୋଟଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।

Leave A Reply