ନାବାଳିକାକୁ ବଳାତ୍କାର ଅଭିଯୋଗ

0

ବାଲିଗୁଡ଼ା : କନ୍ଧମାଳ ଜିଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବେଲଘର ଥାନାରେ ନାବାଳିକାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ନାବାଳିକା ସପ୍ତମ ଶ୍ରେଣୀରେ ପଢନ୍ତି। ବଳାତ୍କାର ଖବର ଜଣାପଡ଼ିବା ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave A Reply