ଦୁଇ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

0

ବଣାଇ: ସୁନ୍ଦରଗଡ ଜିଲା ବଣାଇରେ ଦୁଇ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଚାନ୍ଦିପୋଷ ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଯାତ୍ରା ଦେଖାଇବାକୁ ନେଇ ସେମାନଙ୍କ ସହ ବଳାତ୍କାର କରିଥିବା ଦୁଇ ଜଣ ପୀଡିତା ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply