ପୁଣି ନାବାଳିକାକୁ ବଳାତ୍କାର ଅଭିଯୋଗ

0

କେନ୍ଦ୍ରାପଡ଼ା: ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ନରସିଂହପୁର ପଞ୍ଚାୟରୁ ଏହି ଅଭିଯୋଗ ଆସିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ୭ ବର୍ଷର ନାବାଳିକାଙ୍କୁ ଚକୋଲେଟର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛଇ । ଗିରଫ ଅଭିଯୁକ୍ତ ହଳଦିଆ ଗାଁରେ ମିହିର ସିଂହ(୨୮) ।

Leave A Reply