ଆଉ ଜଣେ ନବାଳିକାଙ୍କୁ ବଳାତ୍କାର ଅଭିଯୋଗ

0

ବାଲେଶ୍ୱର: ଆଜି ଆଉ ଜଣେ ନବାଳିକା ବଳାତ୍କାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଉଠାଇ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ବାଲେଶ୍ୱର ଜିଲା ସୋର ଅଞ୍ଚଳରୁ ଆସିଛି । ଗତ ୨୭ ତାରିଖରେ ଦିନ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଏନେଇ ନାବାଳିକା ଜଣଙ୍କ ଆଜି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply