ରାନୀଙ୍କୁ ମିଳିବ ସ୍ୱତନ୍ତ୍ର ସମ୍ମାନ

0

ବହୁ ଫିଲ୍ମରେ ଚମତ୍କାର ଅଭିନୟ କରି ନିଜର ଦକ୍ଷତାକୁ ରାନୀ ମୁଖାର୍ଜୀ ପ୍ରମାଣିତ କରିଛନ୍ତି। ‘ମରଦାଙ୍ଗୀ’ ହେଉ ଅଥବା ‘ବ୍ଲାକ’। ପ୍ରତି ଚଳଚ୍ଚିତ୍ରରେ ସେ ନିଜର ସୁନ୍ଦର ଅଭିନୟ ବଳରେ ପ୍ରଶଂସକଙ୍କ ମନକୁ ଜିଣିପାରିଛନ୍ତି। ଏବେ କିଛି ମାସ ତଳେ ରାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହିଚ୍‍କି’ ଲୋକପ୍ରିୟ ହୋଇଛି। ଏଥିରେ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ମେଲବୋର୍ଣ୍ଣରେ ଇଣ୍ଡିଆନ ଫିଲ୍ମ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି।

Leave A Reply