ବର୍ଷା ଓ ବଜ୍ରପାତ ପାଇଁ ୧୦ ଟି ଜିଲାକୁ ସତର୍କ ସୂଚନା

0

ଭୁବନେଶ୍ୱର : ରାଜ୍ୟର ୧୦ଟି ଜିଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସତର୍କ ସୂଚନା ଜାରି କରାଯାଇଛି। ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ, ପୁରୀ, କଟକ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା , ମାଲକାନଗିରି ଆଦି ଜିଲାକୁ ବର୍ଷା ଓ ବଜ୍ରପାତ ନେଇ ଦିନ ୧ଟା ୩୦ ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply