୧୫ଟି ସହରରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳବ । ୧୫ଟି ସହରରେ କାଳବୈଶାଖୀ ସହ ବର୍ଷା ହେବର ସମ୍ଭାବନା ରହିଛି । ଏହା ସହ ବର୍ଷା ସମୟରେ ଖୁବ୍ ଅଧିକ ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

Comments are closed.