ସେକ୍ସ ରାକେଟ୍‌ ଠାବ; ୫ ଯୁବତୀଙ୍କ ସହ ୩ ଯୁବକ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ନକଟିଗୁଡା ଅଞ୍ଚଳରୁ ସେକ୍ସ ରାକେଟ୍‌ ଠାବ ହୋଇଛି। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ଚଢଉ କରି ୫ ଜଣ ଯୁବତୀଙ୍କ ସହ ୩ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଛି। ରାକେଟ୍ ଚଲାଉଥିବା ରିଙ୍ଗମାଷ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Comments are closed.