ପୁଣି ଓଡିଶା ଗସ୍ତରେ ରାହୁଲ

0

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ମାସ ଶେଷ ସପ୍ତାହରେ ପୁଣି ଓଡିଶା ଆସିବେ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ରାହୁଲ ଗାନ୍ଧି କେଉଁ ଦିନ ଆସିବେ ଓ ତାଙ୍କ ଗସ୍ତର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏଥରକୁ ମିଶାଇ ରାହୁଲଙ୍କ ତୃତୀୟ ଓଡ଼ିଶା ଗସ୍ତ ହେବ । ତାଙ୍କ ସହ ପ୍ରିୟଙ୍କା ଗାନ୍ଧି ମଧ୍ୟ ଓଡିଶା ଆସିବାର ସମ୍ଭାବନା ରହିଛି । ପ୍ରିୟଙ୍କାଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଥିବା ନିରଂଜନ କହିଛନ୍ତି ।

Leave A Reply