ରଘୁନାଥପାଲିରେ ୨ଲକ୍ଷ ଟଙ୍କା ଓ ପ୍ରଚାର ପୋଷ୍ଟର ଜବତ

ରଘୁନାଥପାଲି : ସୁନ୍ଦରଗଡ ଜିଲା ରଘୁନାଥପାଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ ଆନନ୍ଦ ବଜାର ହୋଟେଲରେ ଚଢାଉ କରାଯାଉଛି। ଏକ ସ୍ଥିର ସରଭିଲାନ୍ସ ଦଳ ଓ ପୁଲିସ ଚଢଉ ଦ୍ୱାରା ୨ଲକ୍ଷ ଟଙ୍କା ଏବଂ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରଚାର ପୋଷ୍ଟର ଜବତ କରାଯାଇଛି।

Comments are closed.