କ୍ବିଟୋଭା ଚମ୍ପିଆନ

0

ସିଡ୍‌ନୀ : ଚେକ୍‌ ଗଣତନ୍ତ୍ରର ପେଟ୍ରା କ୍ବିଟୋଭା ଏଠାରେ ଚାଲିଥିବା ସିଡ୍‌ନୀ ଇଣ୍ଟରନ୍ୟାସନାଲ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ କ୍ବିଟୋଭା ୧-୬, ୭-୫, ୭-୬ ସେଟ୍‌ରେ ଆସ୍‌ଲେ ବାର୍ତ୍ତିଙ୍କୁ ପରାସ୍ତ କରିଛନ୍ତି।

Leave A Reply