କେନାଲରେ ବୁଡି ଶିଶୁର ମୃତ୍ୟୁ

0

ସୁଆଣ୍ଡୋ : ପୁରୀ ଜିଲା ଡେଲାଙ୍ଗ ଥାନା କଲ୍ୟାଣପୁର ପଞ୍ଚାୟତ ନୂଆହାଟ ଗ୍ରାମର ସନ୍ତୋଷ କୁମାର ନାୟକଙ୍କ ତିନି ବର୍ଷର ପୁଅ ଓମକାର ନାୟକଙ୍କର କେନାଲ ପାଣିରେ ବୁଡିଯାଇ ମୃତ୍ୟୁ ହୋଇଯାଇଛି । ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଥିବା ଆଇଆଇସି ଅସିତ ମହାନ୍ତି ଙ୍କ ଠାରୁ ପ୍ରକାଶ ।

Leave A Reply