କିରାଣୀ ଦୋଷମୁକ୍ତ

0

ଫୁଲବାଣୀ: ନିର୍ମାଣ ସାମଗ୍ରୀ ହଟପ ଅଭିଯୋଗରେ କୋଟଗଡ ଅଞ୍ଚଳର ବିଶ୍ବମିତ୍ର କହଁରଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି ।  ତାଙ୍କ ନାମରେ ୮ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ହଡପ କରି ଥିବାର ଅଭିଯୋଗ ଆସିଥିଲା । ସ୍ବତନ୍ତ୍ର ବିଚାରପତି ବିରଞ୍ଚି ନାରୟଣ ମିଶ୍ର ଉପରୋକ୍ତ ରାୟ ଦେଇଛନ୍ତି । ଅଭିଯୁକ୍ତ ତରଫରୁ ଓକିଲ ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

Leave A Reply