ଶ୍ରୀଗଣେଶଙ୍କର ପ୍ରସିଦ୍ଧ ପୁଣ୍ୟ ପ୍ରଦାୟକ ନାମ

0

ପ୍ରଭୁ ଶ୍ରୀଗଣେଶଙ୍କ ନାମ ହିନ୍ଦୁ ଧର୍ମର ପଞ୍ଚଦେବରେ ଅନ୍ତର୍ଭୁକ୍ତ ଅଟନ୍ତି। ଶାସ୍ତ୍ରରେ ଗଣେଶଙ୍କର ୧୨ଟି ପ୍ରସିଦ୍ଧ ନାମ ରହିଛି,ଯାହାକୁ ଶୁଣିଲେ ଜୀବନର ସମସ୍ତ ବାଧା,ସଙ୍କଟ ଦୂରେଇ ଯାଇଥାଏ। ସେହି ନାମକୁ ଜାଣନ୍ତୁ …
ସୁମ୍ମୁଖ
ଏକଦନ୍ତ
କପିଳ
ଗଜକର୍ଣ୍ଣ
ଲମ୍ବୋଦର
ବିକଟ
ବିଘ୍ନବିନାଶକ
ବିନାୟକ
ଧୂମ୍ରକେତୁ
ଗଣାଧ୍ୟକ୍ଷ
ଭାଲଚନ୍ଦ୍ର
ଗଜାନନ୍‍

Leave A Reply