ପୁଦିନା ସେଓ ରାଇତା

0

ଆବଶ୍ୟକ ସାମଗ୍ରୀ
ଦହି – ୧କପ
କୋରା ଫଳ ସେଓ – ୨ଟି
୮ରୁ ୧୦ ଟି କଟା ପୁଦିନା ପତ୍ର
ଚିନି – ସାମାନ୍ୟ
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଅଳ୍ପ
କଳା ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଦହି ପକାଇ ଚାମଚରେ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ ସାମାନ୍ୟ ଚିନି, କୋରା ହୋଇଥିବା ସେଓ ପକାନ୍ତୁ। ଏହା ପରେ ଏଥିରେ ପୁଦିନା ପତ୍ର, ଜିରା ଗୁଣ୍ଡ, ଲୁଣ, ସାମାନ୍ୟ କଳା ଲୁଣ ପକାଇ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୁଦିନା ସେଓ ରାଇତା। ଏହାକୁ ପରଟା ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply