ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ

କେନ୍ଦ୍ରାପଡ଼ା: ସାମୁଦ୍ରିକ ଘୂର୍ଣ୍ଣିଝଡ ‘ବୁଲ୍‌ବୁଲ୍‌’ପ୍ରଭାବରେ କେନ୍ଦ୍ରାପଡ଼ାରେ ବର୍ଷା ଓ ପବନ ଲାଗି ରହିଛି। ଏଭଳି ପରିସ୍ଥିତରେ ଅଗ୍ନିଶମ କର୍ମଚାରୀ ଜଣେ ଗର୍ଭବତୀଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗର୍ଭବତୀଙ୍କ ରାଜକନିକା ଅଞ୍ଚଳର ସୁଶ୍ରୀ ସଙ୍ଗିତା ବୋଲି ଜଣାପଡିଛି।

Comments are closed.