କଂଗ୍ରେସ ଛାଡିବେ ପ୍ରକାଶ!

0

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ନେତା ମାନଙ୍କର ଦଳ ଡିଆଁ ଦେଖିବାକୁ ମିଳିଥାଏ। କିଛିଦିନ ଧରି ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ସାଲେପୁର ବିଧାୟକ ପ୍ରକାଶ ବେହେରା କଂଗ୍ରେସ ଛାଡିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ କଂଗ୍ରେସ ଛାଡିବା ପରେ ବିଜେପିରେ ଯୋଗ ଦେଇପାରନ୍ତି।
ସାଲେପୁରରେ ପ୍ରଶାନ୍ତ ବେହେରାଙ୍କ ଟିକଟ କଟିବ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶ ବିଜେଡି ଯିବାକୁ ଲାଗିରହିଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଆସନ୍ତାକାଲି ପ୍ରକାଶ କଂଗ୍ରେସ ଛାଡିପାରନ୍ତି ବୋଲି ଜଣାପଡିଛି।

Leave A Reply