ରାଜ୍ୟରେ ସାମ୍ବିଧାନିକ ସଂଙ୍କଟ ଦେଖାଯାଉଥିବା କଥା ଦୋହରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

.

Published On: Jan 13, 2018 05:53 PM IST | Updated On: Jan 13, 2018 05:54 PM IST |   164

ଭୁବନେଶ୍ୱର : ରାଜ୍ୟ ସରକାର କେବଳ ନିଜର ସାମ୍ବିଧାନିକ ସମୟ କଟାଉଛନ୍ତି ଓ ଓଡିଶାର ଲୋକମାନେ ପରିବର୍ତନ ପାଇଁ ମନ ସ୍ଥିର କରିସାରିଲେଣି ବୋଲି   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ କହିଛନ୍ତି  । ତୃତୀୟ ମହଲା ମାମଲାରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ବକ୍ତବ୍ୟକୁ ଦୋହରାଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଦ କରାଯାଇଥଇଲା, ଏହାର ପ୍ରତ୍ୟାତ୍ତୁରରେ  ଓଡିଶାରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଥିବା  କଥାକୁ ଧର୍ମେନ୍ଦ୍ର ପ୍ରଧାନ ଦୋହରାଇଛନ୍ତି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ କିଏ କଣ କରିବ ତାର ନୀତି ଓ ପରମ୍ପରା ରହିଛି । ଏହା ଓଡିଶା ପାଇଁ ଓ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଭିନ୍ନ ଭିନ୍ନ ନୁହେଁ । ମାତ୍ର ଓଡିଶାରେ  ଏହାର ବିଲକ୍ଷଣ ଦେଖାଗଲାଣି ବୋଲି  ସେ ପ୍ରକାଶ କରିଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।