ଦିଲ୍ଲୀରେ ଲାଗିବ ୧.୫ ଲକ୍ଷ ସିସିଟିଭି କ୍ୟାମେରା

ଦିଲ୍ଲୀରେ ଲାଗିବ ୧.୫ ଲକ୍ଷ ସିସିଟିଭି କ୍ୟାମେରା

Copy Editor | Published On: Nov 15, 2017 01:19 AM IST |   396

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ଏଣିକି ସମ୍ପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରାର ଲେନ୍ସରେ ରହିବ । କାରଣ ଦିଲ୍ଲୀ ସରକାର ପୁରା ସହରରେ ୧.୫ ଲକ୍ଷ ସିସିଟିଭି କ୍ୟାମେରା ଲଗାଇବା ପାଇଁ ରାଜ୍ୟ ସରକାର ଟେଣ୍ଡର ଜାରି କରିଛନ୍ତି । ଲୋକ ନିର୍ମାଣ ବିଭାଗର ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ମଂଗଳବାର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୨୦୦ କୋଟି ଟଙ୍କାର ଖର୍ଚ୍ଚ ହେବ । ୭୦ ଆସନ ବିଶିଷ୍ଟ ବିଧାନସଭା କ୍ଷେତ୍ରରେ ୨,୦୦୦ ସିସିଟିଭି କ୍ୟାମେରା ଲଗାଯିବ ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା