ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ରରେ ପୋନପ୍ପା-ରାଙ୍କିରେଡ୍‌ଡୀ ଯୋଡ଼ି

ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ରରେ ପୋନପ୍ପା-ରାଙ୍କିରେଡ୍‌ଡୀ ଯୋଡ଼ି

Copy Editor | Published On: Nov 14, 2017 11:57 PM IST | Updated On: Nov 14, 2017 11:57 PM IST |   174

ଫୁଜ୍‌ହୋୟୁ : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‌ର ମିକ୍‌ସଡ ଡବଲ୍‌ସ ବିଭାଗର ମୁଖ୍ୟ ଡ୍ରକୁ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ଅଶ୍ୱିନୀ ପୋନପ୍ପା-ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍‌ଡୀ ଯୋଡ଼ି । ଯୋଗ୍ୟତା ପର୍ଯ୍ୟାୟରେ ପୋନପ୍ପା-ରାଙ୍କି ରେଡ୍‌ଡୀ ପ୍ରଥମ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍‌ସର ନିକ୍‌ଲାସ୍‌ ନୋର୍‌ ଓ ସାରା ଥାଇଗେସେନ୍‌ଙ୍କୁ ୨୧-୧୬, ୧୯-୨୧ ଓ ୨୧-୭ ଗେମ୍‌ରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେର ଲି ଝି ହୁଏଇ ଏବଂ ୱ ଟି ଜଙ୍ଗ୍‌ଙ୍କ ଯୋଡ଼ିକୁ ୨୪-୨୨, ୨୧-୭ ପଏଣ୍ଟରେ ପରାସ୍ତ କରି ମୁଖ୍ୟ ଡ୍ରରେ ପ୍ରବେଶ କରିଥିଲେ । ମୁଖ୍ୟ ଡ୍ରର ପ୍ରଥମ ରାଉଣ୍ଡରେ ପୋନ୍ନପା-ରାଙ୍କିରେଡ୍ଡି ନେଦରଲ୍ୟାଣ୍ଡସର ମ୍ୟାଥିଆସ୍‌ ଖ୍ରୀଷ୍ଟିଆନ୍‌ସେନ୍‌ ଓ ଖ୍ରିଷ୍ଟିନା ପେଡେରସେନ୍‌ଙ୍କ ଯୋଡ଼ି ସହ ହେବ ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା