କୃମିଜ ହୃଦ୍‌ରୋଗ ଓ ଏହାର ନିରାକରଣ

.

Published On: Nov 14, 2017 08:51 PM IST | Updated On: Nov 14, 2017 08:51 PM IST |   651

ବକ୍ଷସ୍ଥଳ କୁଣ୍ଡାଇହେବା, ହୃଦଯନ୍ତ୍ରରେ କମ୍ପନ ହେବା, ନାସା ଓ ତୁଣ୍ଡରୁ ଲାଲ ସ୍ରାବ ଇତ୍ୟାଦି ଏହି ରୋଗର ପ୍ରମୁଖ ଲକ୍ଷଣ। ଯଥା ଶୀଘ୍ର

ଏହାର ଉପଯୁକ୍ତ ଚିକିତ୍ସା ନ କଲେ ଶ୍ବାସ ରୋଗ ଆରମ୍ଭ ହେଉଥିବାର ବିଶେଷଜ୍ଞଙ୍କ ମତ।

କୋଳଥ ଡାଲି ପାଣି, ଓଉ, ଡାଳିମ୍ବ, ଘୋଳ ଦହି ଓ ମୃଗ ମାଂସ ଏହି ରୋଗ ନିମନ୍ତେ ମୁଖ୍ୟ ଖାଦ୍ୟ।

ଦୁଶ୍ଚିନ୍ତା, ଅତ୍ୟଧିକ ପରିଶ୍ରମ କାରଣରୁ ଏହି ରୋଗ ହୋଇଥାଏ।

ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଏହି ରୋଗ ନିମନ୍ତେ ଔଷଧ ସେବନ କରିବା ଉଚିତ।

ଡାକ୍ତର କୃତାର୍ଥ ଦାସ
ବାଣପୁର

Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା