ଯାତ୍ରୀଙ୍କ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

.

Published On: Nov 14, 2017 08:02 PM IST | Updated On: Nov 14, 2017 08:03 PM IST |   711

ଭୁବନେଶ୍ୱର:  ଜଣେ ଯାତ୍ରୀଙ୍କର ଅସୁସ୍ଥତା କାରଣରୁ ଭୁବନେଶ୍ୱର ବିଜୁ ପଟ୍ଟନାନୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ  ସ୍ପାଇସ ଜେଟର ୬୨୩ ନମ୍ବର ବିଶିଷ୍ଟ ବିମାନଟି ଜରୁରୀ ଅବତରଣ କରିଥିଲା   ଚେନ୍ନାଇରୁ ବାଗଡୋଗ୍ରାକୁ ଯାଉଥିବା ଏହି ବିମାନଟି  ଅପରାହ୍ନ ୧୨ଟା ୨୬ରେ  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା । ବିମାନ ବନ୍ଦରରେ ଅସୁସ୍ଥ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ସେ ସୁସ୍ଥ ହେବାପରେ ଦିନ ଗୋଟାଏ ୫୬ରେ ବିମାନ ବାଗଡୋଗ୍ରା ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ବିମାନର କର୍ମଚାରୀ ଓ  ବିମାନ ବନ୍ଦରର କର୍ମଚାରୀ ଏବଂ ଅଧିକାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା