ଗୋଡ଼ ହାତ ବାନ୍ଧି ମହିଳାଙ୍କୁ ହାଣି ହତ୍ୟା

ଗୋଡ଼ ହାତ ବାନ୍ଧି ମହିଳାଙ୍କୁ ହାଣି ହତ୍ୟା

Copy Editor | Published On: Nov 13, 2017 08:08 PM IST |   310

ବାଲେଶ୍ୱର : ନୀଳଗିରି ଥାନା ଅଧୀନ କଦମସାହିରେ ରହୁଥିବା ନବକିଶୋର ମଲ୍ଲିକଙ୍କ ପତ୍ନୀ ଶାନ୍ତିଲତା(୩୭)ଙ୍କୁ କେହି ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଛି । ଘରେ କେହିନଥିବାର ସୁଯୋଗ ହେନଇ କେହି ଦୁବୃତ୍ତ ଘରେ ପଶି ମହିଳାଙ୍କ ଗୋଡ, ହାତ ବାନ୍ଧି ଏକ ମାରଣାସ୍ତ୍ରରେ ତାଙ୍କ ବେକ, ମୁଣ୍ଡ, ହାତ ଓ ପେଟକୁ ହାଣି ହତ୍ୟା କରିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନେ୍ଦହ କରାଯାଇଛି ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା