ପଥୁରି 'ଷ୍ଟୋନ' ସମସ୍ୟା

.

Published On: Nov 11, 2017 08:32 PM IST | Updated On: Nov 11, 2017 08:39 PM IST |   1509

ଆଜିକାଲି ପଥୁରି ଏକ ସାଧାରଣ ରୋଗ। ଏଥିରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟହ ୨-୩ଟି ପାଚିଲା କଦଳୀ ଖାଇବା ଉଚିତ।

କଦଳୀରେ ଥିବା ଭିଟାମିନ୍‌ ସି ଷ୍ଟୋନ୍‌ ତିଆରି କରିବାକୁ ଦିଏନାହିଁ।

ସପ୍ତାହକୁ ୩ରୁ ୪ଥର ଲେମ୍ବୁ ପାଣି ପିଇବା ମଧ୍ୟ ଉପକାରୀ।

ଯୁଆଣି ୨ ଚାମଚ ୧କପ୍‌ ପାଣିରେ ସିଝାଇ ପରେ ଛାଣି ପିଅନ୍ତୁ।

ଉଷୁମ କୋଳଥ ସିଝା ପାଣି ପିଇଲେ ପଥୁରି ରୋଗରୁ ମୁକ୍ତି ମିଳିଥାଏ।

ନିୟମିତ ୭ ରୁ ୮ ଗିଲାସ ପାଣି ପିଇବା ଉଚିତ ବୋଲି ଆୟୁର୍ବେଦ ବିଶେଷଜ୍ଞଙ୍କ ମତ।

ପାଣି ପିଇଲେ ବୃକ୍‌କରେ ଜମା ହୋଇ ରହୁଥିବା କ୍ୟାଲସିୟମ୍‌ ଓ ୟୁରିକ୍‌ ଏସିଡ୍‌ ମାତ୍ରା କମିଯାଏ।

ଫଳରେ ପଥୁରି ରୋଗରୁ ମୁକ୍ତି ମିଳେ।

ଡାକ୍ତର ବଙ୍କିମ ଚନ୍ଦ୍ର ଜେନା
ପ୍ରାକ୍ତନ ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ,ବାଲେଶ୍ୱର

Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା