ଆଇଏନଏସ୍‌ ବିକ୍ରାନ୍ତର ନିର୍ମାଣ କାମ ସମୀକ୍ଷା କଲେ ନୌସେନା ମୁଖ୍ୟ

ଆଇଏନଏସ୍‌ ବିକ୍ରାନ୍ତର ନିର୍ମାଣ କାମ ସମୀକ୍ଷା କଲେ ନୌସେନା ମୁଖ୍ୟ

Copy Editor RKD | Published On: Oct 13, 2017 12:41 AM IST |   673

ନୂଆଦିଲ୍ଲୀ : ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ଗୁରୁବାର ଯୁଦ୍ଧ ଜାହାଜ ଆଇଏନଏସ୍‌ ବିକ୍ରାନ୍ତର ନିର୍ମାଣ କାମ ସମୀକ୍ଷା କରିଛନ୍ତି । କୋଚିନ ସିପୟାର୍ଡରେ ସ୍ୱୀଦେଶୀ ଜ୍ଞାନକୌଶଳରେ ଏହି ଯୁଦ୍ଧ ଜାହାଜର ନିର୍ମାଣ କରାଯାଉଛି । ୪୦ହଜାର ଟନ ଓଜନ ବିଶିଷ୍ଟ ଏହି ଯୁଦ୍ଧ ଜାହାଜ ଯୁଦ୍ଧବିମାନ ପରିବହନର ଦକ୍ଷତା ରଖିବ । ୨୦୧୯ ସୁଦ୍ଧା ଏହାକୁ ନୌସେନାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୁଦ୍ଧ ଜାହାଜର ନିର୍ମାଣ ପାଇଁ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୧୨ଟି ମିଗ୍‌-୨୯କେ, ୮ଟି ତେଜାସ ଯୁଦ୍ଧଜାହାଜ ଓ ୧୦ଟି ହେଲିକପ୍ଟର ଧାରଣ କରିବାର କ୍ଷମତା ରଖିବ ।
Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ