ଇରାକରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ

ଇରାକରେ ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ

Copy Editor RKD | Published On: Oct 12, 2017 11:29 PM IST |   91

ବାଗଦାଦ : ଇରାକର ପଶ୍ଚିମାଞ୍ଚଳରେ ଅବସ୍ଥିତ ଅନ୍‌ବାର ପ୍ରଦେଶ ଅନ୍ତର୍ଗତ ହିତ୍‌ ସହରର ଏକ ରେସ୍ତୋରାଁରେ ଗୁରୁବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ନିରାପତ୍ତାରକ୍ଷୀମାନେ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରିଛନ୍ତି । ଏହା ଏକ ମରୁଭୂମି ଅଞ୍ଚଳ ହୋଇଥିବାବେଳେ ଦୀର୍ଘ ଦିନ ଧରି ଇରାକୀ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ନିୟମିତ ସଂଘର୍ଷ ଘଟିବାରେ ଲାଗିଛି ।
Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ