ମୋବାଇଲ ଟାୱାର ଜାଳିଲେ ମାଓବାଦୀ

.

Published On: Oct 12, 2017 12:43 PM IST |   220


ମାଲକାନାଗିରି: ମାଲକାନାଗିରି ଜିଲାର ସୀମାନ୍ତ ଅଞ୍ଚଳରେ ଥିବା ଏକ ମୋବାଇଲ ଟାୱାରକୁ ମାଓବାଦୀମାନେ ଜାଳି ଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ୨୦ରୁ ୨୫ ଜଣ ମାଓବାଦୀମାନେ ଆସି ବିସ୍ଫୋରଣ ଘଟାଇଥିଲେ । ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ଛାଡିଯାଇଥିଲେ। ବକସାଇଟ୍ ଖଣିକୁ ବିରୋଧ କରି ଏଭଳି କାଣ୍ଡ ଭିଆଇଥିବା ନେଇ ଉକ୍ତ ପୋଷ୍ଟରରେ ଦର୍ଶାଯାଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଜିଲ୍ଲା ଦାରାକୁଣ୍ଡାରେ ଏହା ଏକମାତ୍ର ବିଏସ୍ଏନ୍ଏଲ୍ ମୋବାଇଲ ଟାୱାର ଥିଲା।

Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ