ବୁଧବାର ରାଶିଫଳ

ବୁଧବାର ରାଶିଫଳ

Copy Editor RKD | Published On: Oct 11, 2017 12:08 AM IST | Updated On: Oct 11, 2017 12:52 AM IST |   3380

ମେଷ: ବନ୍ଧୁବର୍ଗଙ୍କ ସହାୟତା ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଚିତ୍ତ ପ୍ରସନ୍ନ ରହିବ । ଦେବାଦେବୀ ଅନୁରକ୍ତ ହୋଇପାରନ୍ତି । ସ୍ନେହପୂର୍ଣ୍ଣ କଥାରେ ଅନ୍ୟକୁ ବଶ କରିବେ । ବିବାଦରେ ବିଜୟୀ ହେବେ । ସାହସୀ ହେବେ । ବୃଷ: ତରବର ନ ହୋଇ ଧୈର୍ଯ୍ୟ ରଖି ପାରିଲେ କାର୍ଯ୍ୟରେ ସଫଳତା ମିଳିବ । ଦ୍ୱିଧାଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିଥୁନ: ଭ୍ରାତୃ ବିବାଦର ଅବସାନ ଘଟିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍‌ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ମୋକଦ୍ଦମାରେ ଜୟଯୁକ୍ତ ହେବେ । କର୍କଟ: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଉପୁଜି ପାରେ । ରୋଜଗାର ଆଶାନୁରୂପ ହେବ । ବ୍ୟୟ ପରିମାଣ ବୃଦ୍ଧି ହୋଇପାରେ । ଚଞ୍ଚଳ ସ୍ୱଭାବର ହେବେ । ମିଠା କଥା କହି ଆଦରଣୀୟ ହେବେ । କ୍ରୋଧୀ ହୋଇପାରନ୍ତି । ସିଂହ: ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ଲୋକ ପ୍ରିୟତା ବୃଦ୍ଧି ହୋଇପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ସନ୍ତାନମାନେ ଗୁଣଜ୍ଞ ହେବେ । କନ୍ୟା: ପରିଶ୍ରମର ମୂଲ୍ୟ ମିଳବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । କୁଳ ମର୍ଯାଦା ରକ୍ଷା କରିବାରେ ସକ୍ଷମ ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି । ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ତୁଳା: ଅଧିକ ଖର୍ଚ୍ଚ ହୋଇପାରେ; କିନ୍ତୁ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସେବା, ଯନô ଓ ପୂଜା ପଦ୍ଧତି ଉପରେ ଗୁରୁତ୍ୱ ଦେବେ । ଭାଗ୍ୟର ପରିବର୍ତ୍ତନ ଘଟିବ । ଭୋଗ-ବିଳାସରେ ଆପ୍ୟାୟିତ ହେବେ । ପ୍ରବାସପି୍ରୟ, ସାହସୀ ଓ ଉଦ୍ୟୋଗୀ ହେବେ । ବିଛା: ଯାନ-ବାହନ ଚଳାଚଳ, ଉଚ୍ଚ ସ୍ଥାନ ଆରୋହଣ ଓ ଜଳ ଯାତ୍ରାରେ ସତର୍କ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସର୍ଦି-କଫରେ ପୀଡ଼ିତ ହୋଇପାରନ୍ତି । ଦୟାଳୁ, ପରୋପକାରୀ ଓ ଧାର୍ମିକ ହେବେ । ବନ୍ଧୁ ବାନ୍ଧବ ଓ ଭାଇ-ଭଉଣୀଙ୍କ ପାଇଁ ଶୁଭ ଦାୟକ ହେବେ । ଧନୁ: ଦିଅଁ ଦର୍ଶନର ସୌଭାଗ୍ୟ ରହିଛି । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟଧରି କାର୍ଯ୍ୟ କରିବେ । ପନôୀଙ୍କ ପରାମର୍ଶରେ କାର୍ଯ୍ୟ ସମ୍ପାଦନ କରିବେ । ମକର: ଉଚ୍ଚ ଆଶା ଫଳବତୀ ହେବ । ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁପୀଡ଼ା ଅନୁଭବ କରିବେ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ବଳଶାଳୀ ହେବେ । ସାହସୀ ଓ ଶତ୍ରୁହନ୍ତା ହୋଇପାରନ୍ତି । କୁମ୍ଭ: ସାମୟିକ ଭାବେ କାର୍ଯ୍ୟ ଅଟକି ପାରେ । ଚଞ୍ଚଳ ଚେଷ୍ଟିତ ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟୀଙ୍କର ପ୍ରଚୁର ଧନଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ପନôୀ ଆଜ୍ଞାକାରିଣୀ ହେବେ । ତେଜସ୍ୱୀ ହେବେ । ମୀନ: ଦୋଷୀକୁ ସାହାଯ୍ୟ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ । ଦୁଃଖୀ, ରଙ୍କୀ ମାନଙ୍କୁ ଦାନ କରି ଆତ୍ମ ସନ୍ତୋଷ ଲାଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହେବେ । ବୁଦ୍ଧିମାନ ହେବେ ।
Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ