କେନ୍ଦ୍ରାପଡ଼ାରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ଆହତ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି ଏନକାଉଣ୍ଟର ଘଟିଛି। ଏଥିରେ ଅପରାଧୀ ବିଜୟ ନାୟକ ଆହତ ହୋଇଛି ।  ଜଳକା ନିକଟସ୍ଥ ୫ ନଂ ଜାତୀୟ ରାଜପଥରେ ପୁଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟରେ ବିଜୟ ଆହତ ହୋଇଥିବା ଜଣାପଡିଛି । ତା’ ବାମ ଗୋଡରେ ଗୁଳି ବାଜିଛି । ଅଧିକ ଚିକିତ୍ସା ପାଇଁ  ବିଜୟକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।୨୦୦୯ରେ ଶେଖ ସୁଲେମାନ ହତ୍ୟାକାଣ୍ଡରେ ସେ ସଂପୃକ୍ତ ଥିବା ସହି ତା ନାମରେ ୧୦୦ରୁ ଅଧିକ ମାମଲା ଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Leave A Reply