ହୋମଗାର୍ଡଙ୍କୁ ଟାଙ୍ଗିଆରେ ହତ୍ୟା

0

ତଲସରା : ସୁନ୍ଦରଗଡ ଜିଲା ତଲସରା ଥାନା ଅର୍ନ୍ତଗତ ତଲସରା ଜଙ୍ଗଲ ନିକଟରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ତଲସରା ଜଙ୍ଗଲର ଏକ ପୂଜାସ୍ଥଳ ନିକଟରେ ଜଣେ ହୋମଗାର୍ଡଙ୍କୁ ହତ୍ୟା କରାଯାଇଛି। ମୃତ ହୋମଗାର୍ଡ ଜଣକ ହେଲେ ନବୀନ ମହାକୁଳ। କୌଣସି କାର୍ଯ୍ୟପାଇଁ ନବୀନ ଜଙ୍ଗଲକୁ ଯିବା ସମୟରେ ଏହି ଅଘଟଣା ଘଟିଛି।

Leave A Reply