ବିଷାକ୍ତ ଖାଦ୍ୟ ଖାଇ ପରିବାରର ୬ ଅସୁସ୍ଥ

0

ଖଲ୍ଲିକୋଟ: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବି.ଗଣ୍ଡାପଲ୍ଲୀ ଗ୍ରାମର ହରିହର ଦାସଙ୍କ ପରିବାରରେ ଏହି ଅଘଟଣ ଘଟିଛି । ଆଜି ସକାଳ ୧୧ ଟା ସମୟରେ ଜଙ୍ଗଲରୁ ଏକ ଫଳ ଆଣି ରୋଷେଇ କରି ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ ।

Leave A Reply