ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୯ ମୃତ

0

ମାନିଲା: ଫିଲିପାଇନ୍ସରେ ଶନିବାର ଏକ କ୍ଷୁଦ୍ର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୯ ଜଣ ପ୍ରାଣ ହରାଇଛନ୍ତି। ବୁଲାକାନ୍‌ ପ୍ରଦେଶରୁ ୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଏକ ଘର ଉପରେ ଖସିପଡିଥିଲା। ଫଳରେ ବିମାନରେ ଥିବା ଯାତ୍ରୀଙ୍କ ସମେତ ମୋଟ ୯ ଜଣଙ୍କର ପ୍ରାଣହାନି ଘଟିଛି।

Leave A Reply